ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର: ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

Advertisment
ରାଜଧାନୀରେ ଚାଞ୍ଚଲ୍ୟ: ନାକା ଗେଟ୍ ନିକଟରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ସନ୍ଦେହ

ଭୁବନେଶ୍ୱର: ରାଜଧାନୀର ଭରତପୁର ଥାନା ଅଧୀନ କଳିଙ୍ଗନଗରରେ ଆଉ ଏକ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କଳିଙ୍ଗନଗର କେ ୭ରୁ ମିଳିଛି ଝୁଲନ୍ତା ମୃତଦେହ। ମୃତ ଯୁବକଙ୍କ ବୟସ ୨୭ ବର୍ଷ। ସେ ନନ୍ଦ ମିସ୍ତ୍ରୀ ରୁପେ କାମ କରୁଥିଲେ। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଭରତପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe