ସହଯୋଗ ପକ୍ଷରୁ ସ୍ବାସ୍ଥ୍ୟ ଚିକିତ୍ସା ଶିବିର

Advertisment
ସହଯୋଗ ପକ୍ଷରୁ ସ୍ବାସ୍ଥ୍ୟ ଚିକିତ୍ସା ଶିବିର

ଭୁବନେଶ୍ବର: ବିଶ୍ବ ସ୍ବାସ୍ଥ୍ୟ ଦିବସ ଉପଲକ୍ଷେ ସହଯୋଗ ଭୀମଟାଙ୍ଗି ତରଫରୁ ଏକ ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ଶିଶିର କୁମାର ମହାପାତ୍ର, ଡାକ୍ତର ନୃସିଂହ ଚରଣ ରାଜ, ଡାକ୍ତର କୁମାର ଅଳଙ୍କାର ଏଥିରେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ।

ଡାକ୍ତର ଶିଶିର ମହାପାତ୍ର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ସହଯୋଗର ସଭାପତି ବାଇଧର ପାତ୍ର, ସଂପାଦକ ମଧୁସୂଦନ ସ୍ବାଇଁ ଓ ସଭ୍ୟ ପ୍ରମୋଦ ମହାପାତ୍ର, କାଳୀଚରଣ ମହାନ୍ତି, ଶ୍ରୀଧର ମଲ୍ଲିକ, ରଞ୍ଜନ ରାଉତ ଶିବିର ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କର୍ପୋରେଟର୍‌ ଶିବ ନାରାୟଣ ରାୟ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe