ଭୁବନେଶ୍ୱର: ଜାତୀୟ ରାଜପଥ-୧୬ ପାଣ୍ଡରା ଛକ ନିକଟରେ ଶୁକ୍ରବାର ଏକ ମିନି ଟ୍ରକ ବାଇକ୍କୁ ଧକ୍କା ଦେବାରୁ ଜଣେ ଘଟଣାସ୍ଥଳରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ହୋମଗାର୍ଡ ଗଦାଧର ପ୍ରଧାନଙ୍କ ମୃତ୍ୟୁ ହୋଇଛି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us