ଭୁବନେଶ୍ବର: ବାପୁଜୀନଗର ପ୍ଲଟ୍ ନମ୍ବର ୭୨ରେ ଉଦ୍ଘାଟିତ ହୋଇଛି ହୁଆୱେ ଅନର୍ ସର୍ଭିସ୍ ସେଣ୍ଟର। ସ୍କଟ୍, ଏନ୍.କେ ଦାସ, ବିପିନ୍ ହରିତ୍, ବିନୟ ସିଂହ ପ୍ରମୁଖ ଏହି କେନ୍ଦ୍ରକୁ ଉଦ୍ଘାଟନ କରିଥିବା ବେଳେ କେନ୍ଦ୍ରର ଶାନ୍ତନୁ ମଜୁମ୍ଦାର, ସୁଶାନ୍ତ କର, ସ୍ବାଧୀନ ପୃଷ୍ଟି ଉପସ୍ଥିତ ଥିଲେ।
ହୁଆୱେ ଅନର୍ ସର୍ଭିସ୍ କେନ୍ଦ୍ର ଲୋକାର୍ପିତ
Advertisment
Follow Us