ଆଜି ଖୋଲିବ ୩ ପ୍ରମୁଖ କାର୍ଯ୍ୟାଳୟ

Advertisment
ଆଜି ଖୋଲିବ ୩ ପ୍ରମୁଖ କାର୍ଯ୍ୟାଳୟ

Breaking Odisha

ପୁରୁଣା ଭୁବନେଶ୍ୱର : କଳ୍ପନାସ୍ଥିତ ଜିଲ୍ଲା ସବ୍‌ ରେଜିଷ୍ଟର କାର୍ଯ୍ୟାଳୟ, ଉପଜିଲ୍ଲାପାଳ କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟ ସୋମବାରରୁ ଖୋଲିବ। ତହସିଲଦାର ଓ କର୍ମଚାରୀ କରୋନା ସଂକ୍ରମିତ ହେବା ଫଳରେ ଏହି ୩ଟି ସରକାରୀ କାର୍ଯ୍ୟାଳୟକୁ ଆସନ୍ତା ଅଗଷ୍ଟ ୨୧ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା। ତେବେ ୨୨ ଓ ୨୩ତାରିଖ ସଟ୍‌ଡାଉନ ହୋଇଥିବାରୁ ସୋମବାର କାର୍ଯ୍ୟାଳୟ ଖୋଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe