ହମାରା ବଚ୍‌ପନର ସ୍ୱଚ୍ଛତା ଅଭିଯାନ

ହମାରା ବଚ୍‌ପନର ସ୍ୱଚ୍ଛତା ଅଭିଯାନ

ଭୁବନେଶ୍ୱର: ଜାତୀୟସ୍ତରରେ ଭାରତର ୧୫ଟି ସହରରେ ହମାରା ବଚ୍‌ପନ ଦ୍ୱାରା ‘ସ୍ୱଚ୍ଛତା ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ୧୩୦ଟି ବସ୍ତିର ୩୫୦ରୁ ଊର୍ଧ୍ୱ ମହିଳା ଓ ଶିଶୁମାନଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଡଷ୍ଟବିନ୍‌ରେ ରଙ୍ଗଦେବା ସହ ଢଗଢମାଳି, ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା। ହମାରା ବଚ୍‌ପନର ଧରିତ୍ରୀ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଦମୟନ୍ତୀ ରାଉତ ଏବଂ ଅନ୍ୟ କର୍ମୀମାନେ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ସହ ସୁସ୍ଥ ଓ ନିରାପଦ ପରିବେଶ ସମ୍ପର୍କରେ ବୁଝାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe