ଭୁବନେଶ୍ୱରରୁ ପୁଣି ୨ ଡେଙ୍ଗୁ ରୋଗୀ ଚିହ୍ନଟ

Advertisment
ଗଞ୍ଜାମରେ ଡେଇଁ ଚାଲିଛି ଡେଙ୍ଗୁ, ଆନ୍ଧ୍ର ସୀମାନ୍ତ ପାତ୍ରପୁରରେ ସ୍ଥିତି ସଙ୍ଗିନ

ଭୁବନେଶ୍ୱର : କ୍ୟାପିଟାଲ୍‌ ହସ୍ପିଟାଲ୍‌ ପାଥୋଲୋଜି ବିଭାଗକୁ ପରୀକ୍ଷା ପାଇଁ ଆସିଥିବା ରକ୍ତ ନମୁନାରୁ ସୋମବାର ଦିନ ଦୁଇ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସୋମବାର ଦିନ ମୋଟ ୧୧ ଜଣ ଡେଙ୍ଗୁ ସନ୍ଦିଗ୍ଧଙ୍କ ରକ୍ତ ପରୀକ୍ଷା ପାଇଁ ଆସିଥିବା ବେଳେ ଦୁଇ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା କେହି ଗୁରୁତର ରୋଗୀ ଡେଙ୍ଗୁ ୱାର୍ଡରେ ଭର୍ତ୍ତି ହୋଇନଥିବା ହସ୍ପିଟାଲ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe