ବିମାନବନ୍ଦରରେ ଦୁଇ ଏରୋବ୍ରିଜ୍‌ର ଉଦ୍‌ଘାଟନ

Advertisment
ବିମାନବନ୍ଦରରେ ଦୁଇ ଏରୋବ୍ରିଜ୍‌ର ଉଦ୍‌ଘାଟନ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ୨ଟି ଏରୋବ୍ରିଜ୍‌ ଉଦ୍‌ଘାଟିତ ହୋଇଯାଇଛି। ଭୁବନେଶ୍ବର ସାଂସଦ ତଥା ବିମାନବନ୍ଦର ଉପଦେଷ୍ଟା କମିଟିର ଅଧ୍ୟକ୍ଷା ଅପରାଜିତା ଷଡ଼ଙ୍ଗୀ ଏଥିରେ ଅତିଥି ଭାବେ ଯୋଗଦେଇ ଏରୋବ୍ରିଜ୍‌ଦ୍ବୟକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ବିମାନବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଂଜନ ବେଉରିଆଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଏହି ଏରୋବ୍ରିଜ୍‌ ଜରିଆରେ ବିମାନ ଯାତ୍ରୀମାନେ ସିଧାସଳଖ ବିମାନବନ୍ଦର ବିଲ୍‌ଡିଂରୁ ବିମାନ ଭିତରକୁ ପ୍ରବେଶ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe