ରୂପେଶ ପାଣିଗ୍ରାହୀଙ୍କୁ ଇଣ୍ଡୋ ଆମେରିକାନ ଲିଡରସିପ୍ ସମ୍ମାନ

Advertisment
ରୂପେଶ ପାଣିଗ୍ରାହୀଙ୍କୁ ଇଣ୍ଡୋ ଆମେରିକାନ ଲିଡରସିପ୍ ସମ୍ମାନ

ଭୁବନେଶ୍ବର: ହାଇଟେକ ଗ୍ରୁପର ନିର୍ଦ୍ଦେଶକ ରୂପେଶ ପାଣିଗ୍ରାହୀଙ୍କୁ ନିୟୁର୍କ ଠାରେ ଇଣ୍ଡୋ ଆମେରିକାନ୍ ଲିଡରସିପ୍ ସମ୍ମାନରେ ସମ୍ମାନିତ କରାଯାଇଛି। ଆମେରିକୀୟ ରାଷ୍ଟ୍ରଦୂତ ଫ୍ରାଙ୍କ୍ ୱାଇଜ୍‌ନର୍ ଏବଂ ଆଏସିସିର ପୂର୍ବତନ ରାଷ୍ଟ୍ରୀୟ ସଭାପତି କପିଲ୍ କାଉଲ୍ ଉପସ୍ଥିତ ରହି ସମ୍ମାନିତ କରିଥିଲେ।

ଏହା ଭାରତ ଏବଂ ଆମେରିକାର ବନ୍ଧୁତ୍ୱ ଉପରେ ଏକ ସ୍ୱତନ୍ତ୍ର ଭୂମିକା ନିର୍ବାହ କରିବ ବୋଲି ଫ୍ରାଙ୍କ୍ ୱାଇଜ୍‌ନର ଜଣାଇଛନ୍ତି। ସେହିରପି ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ, ଏହା ଦ୍ୱାରା ଭାରତ ଏବଂ ଆମେରିକା ଭିତରେ ବନ୍ଧୁତା ସହ ଶିଳ୍ପ ବାଣିଜ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୁଇ ଦେଶର ବନ୍ଧୁତାପୂର୍ଣ୍ଣ ସାହାର୍ଯ୍ୟ ସହଯୋଗର ହାତ ଆହୁରି ସୁଦୃଢ଼ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe