ଜଗା ବଳିଆଙ୍କ ପାଇଁ ଶିଶୁଙ୍କ ସର୍ବଧର୍ମ ପ୍ରାଥନା

Advertisment
ଜଗା ବଳିଆଙ୍କ ପାଇଁ ଶିଶୁଙ୍କ ସର୍ବଧର୍ମ ପ୍ରାଥନା

ପୁରୁଣା ଭୁବନେଶ୍ୱର: ଭୀମଟାଙ୍ଗି ଫେଜ୍‌ ୨ସ୍ଥିତ ଏଏସ୍‌ଏସ୍‌ବି ସ୍ମାର୍ଟ ସ୍କୁଲରେ ଶିଶୁ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପିଲାମାନେ ଜଗାବଳିଆଙ୍କ ଆରୋଗ୍ୟ କାମନା କରି ସର୍ବଧର୍ମ ପ୍ରାଥନା କରିଥିଲେ। ସେହିପରି ପିଲାମାନେ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ପୂଜା କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସ୍କୁଲ ଅଧ୍ୟକ୍ଷ ଗିରିଜା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe