ମୁଖ୍ୟ ଡ୍ରେନ୍‌ ୪ ଉପରୁ ଜବରଦଖଲ ହଟିଲା

ମୁଖ୍ୟ ଡ୍ରେନ୍‌ ୪ ଉପରୁ ଜବରଦଖଲ ହଟିଲା

ଭୁବନେଶ୍ୱର: ଜୟଦେବ ବିହାର ନିକଟରେ ମୁଖ୍ୟ ଡ୍ରେନ୍‌ ୪ ଉପରେ ଥିବା ଜବରଦଖଲକୁ ଆଜି ଉଚ୍ଛେଦ କରାଯାଇଛି। ମୁଖ୍ୟ ଡ୍ରେନ୍‌ ଉପରେ ପ୍ଲଟ୍‌ ନଂ ୨୨୯୦ରେ ନିର୍ମାଣ ହୋଇଥିବା ଘରର କିଛି ଅଂଶ ବିଡିଏର ମାଷ୍ଟରପ୍ଲାନ୍‌ ରାସ୍ତା ଏବଂ ଡ୍ରେନ୍‌ ଉପରେ ଥିବାରୁ ଏହାକୁ ଭଙ୍ଗା ଯାଇଛି। ଏହି ଘରଟିକୁ ଭାଙ୍ଗିବାକୁ ଓଡିଏ କୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ଆଜି ଏହାର କିଛି ଅଂଶ ଭଙ୍ଗାଯାଇଛି। ବାକି ବିଲ୍‌ଡିଂ ରବିବାର ଭଙ୍ଗାଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe