ଭୁବନେଶ୍ବର: ନିଶାକର ରାଉତଙ୍କ ‘କଥାମୃତ ବିଭବ’ର ଦ୍ୱିତୀୟ ଭାଗକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ରାଜଭବନରେ ଲୋକାର୍ପଣ କରିଛନ୍ତି। ଏଥିରେ ୪୪ଟି ଛୋଟଛୋଟ ଭିନ୍ନ ସ୍ବାଦର ଗପ ସନ୍ନିବେଶିତ ହୋଇଛି।
ଏହି ସାରସ୍ୱତ ସମାରୋହରେ ଲେଖକ ଶ୍ରୀ ରାଉତଙ୍କ ସହ ଶକୁନ୍ତଳା ରାଉତ, ବଂଶୀଧର ଭୋଇ, ରକ୍ଷକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Follow Us