ଆଜିଠାରୁ ‘କିଟ୍‌ ନହ୍ନିପରୀ’

Advertisment
ଆଜିଠାରୁ ‘କିଟ୍‌ ନହ୍ନିପରୀ’

ଚନ୍ଦ୍ରଶେଖରପୁର : ୧୪ ବର୍ଷରୁ କମ୍‌ ବାଳିକାମାନଙ୍କୁ ନେଇ ଅନୁଷ୍ଠିତ ‘କିଟ୍‌ ନହ୍ନିପରୀ’ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହେଉଛି। ଦେଶର ବଛା ବଛା ସହରରେ ଅଡିସନ୍‌ ହୋଇ ୩୫ଜଣ ପ୍ରତିଭାବାନ କୁନି ନହ୍ନିପରୀଙ୍କୁ ଚୟନ କରାଯାଇଛି। ସମସ୍ତ ୩୫ଜଣ ଫାଇନାଲିଷ୍ଟ୍‍ କିଟ୍‌’ରେ ପହଞ୍ଚିଛନ୍ତି। ସେମାନଙ୍କ ମଧ୍ୟରେ ଖେଳ, ବୁଦ୍ଧି ପରୀକ୍ଷା, ନୃତ୍ୟ, ଗୀତ ଓ ର‍୍ୟାମ୍ପ ଭଳି ଅନେକ ପ୍ରକାର ପ୍ରତିଭା ପରୀକ୍ଷଣ କାର୍ଯ୍ୟକ୍ରମ କରାଯିବାପରେ ଶନିବାର ଦିନ ସଂଧ୍ୟାରେ କିଟ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ ଗ୍ରିନ୍‌ ପଡ଼ିଆରେ ଫାଇନାଲ୍‌ ରାଉଣ୍ଡ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe