ଦୁର୍ଗାପୂଜାରେ ଚାନ୍ଦି ଭଣ୍ଡାରର ଅତ୍ୟାଧୁନିକ କଲେକ୍ସନ

Advertisment

ଗଢ଼ା ମଜୁରିରେ ୨୫% ରିହାତି

ଗଢ଼ା ମଜୁରିରେ ୨୫% ରିହାତି

ଦୁର୍ଗାପୂଜାରେ ଚାନ୍ଦି ଭଣ୍ଡାରର ଅତ୍ୟାଧୁନିକ କଲେକ୍ସନ

ଭୁବନେଶ୍ବର: ଦୁର୍ଗାପୂଜା ଉପଲକ୍ଷେ ଚାନ୍ଦି ଭଣ୍ଡାରରେ ରୁପା ଅଳଙ୍କାରର ଅତ୍ୟାଧୁନିକ କଲେକ୍ସନ ଉପଲବ୍‌ଧ ହେଉଛି। ଷ୍ଟୋରରେ ବିଭିନ୍ନ ଡିଜାଇନର ଗହଣା, କାରୁକାର୍ଯ୍ୟପୂର୍ଣ୍ଣ ଆର୍ଟିଫ୍ୟାକ୍ଟ ଓ ମନଲେଭା ଅଳଙ୍କାର ରହିଛି। ପୂଜା ଆଉଟ୍‌ଫିଟକୁ ଖାପ ଖୁଆଇଲା ଭଳି ଅତ୍ୟାଧୁନିକ ଟ୍ରେଣ୍ଡି ଅକ୍ସିଡାଇଜଡ୍ ରୁପା ଗହଣା ସହ ଦେବୀ ଦୁର୍ଗାଙ୍କ ପ୍ରତିମୂର୍ତ୍ତିର ନୂଆ କଲେକ୍ସନ, ବିଭିନ୍ନ ପ୍ରକାର ରୁପା ବାସନ, ଦୀପ ଆଦି ରହିଛି। ଗଢ଼ା ମଜୁରି ଉପରେ ୨୫ ପ୍ରତିଶତ ରିହାତି ମଧ୍ୟ ରହିଛି। ‌

ଅକ୍ଟୋବର ୫ ତାରିଖ ଯାଏ ଏହି ଅଫର ଚାଲିବ। ଚାନ୍ଦି ଭଣ୍ଡାରର ଭୁବନେଶ୍ଵରସ୍ଥିତ ସହିଦନଗର, ପଟିଆ ଆଉଟଲେଟ, ରାଉରକେଲାର ଉଦିତନଗର ସୋ’ରୁମ୍ ଓ ଅନୁଗୁଳର ଅମଲାପଡ଼ା ସୋ’ରୁମ୍‌ରେ ଏହି ଅଫର ଉପଲବ୍ଧ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe