ପର୍ଣ୍ଣ ଷ୍ଟାର କହିଲେ, ‘ଫ୍ୟାନ କାମୁଡ଼ି ଦେବା ପରେ ଭୟରେ ରଖିଲି ଅଙ୍ଗରକ୍ଷୀ’

Advertisment
ପର୍ଣ୍ଣ ଷ୍ଟାର କହିଲେ, ‘ଫ୍ୟାନ କାମୁଡ଼ି ଦେବା ପରେ ଭୟରେ ରଖିଲି ଅଙ୍ଗରକ୍ଷୀ’

ନୂଆଦିଲ୍ଲୀ: ପର୍ଣ୍ଣ ଷ୍ଟାର ଲିସା ଏନ ନିକଟରେ ଏକ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି। ଯେବେବି ସେ ବାହାରକୁ ଯାଇଥାନ୍ତି ତାଙ୍କ ସହ ତାଙ୍କର ଜଣେ ଅଙ୍ଗରକ୍ଷୀ ନିହାତି ରହି ଥାଆନ୍ତି। ସେ ଅଙ୍ଗରକ୍ଷୀ ଏଥିପାଇଁ ରଖିଥିଲେ କାରଣ ତାଙ୍କ ପଛରେ ଅନେକ ଫ୍ୟାନ ପାଗଳପ୍ରାୟ। ତେବେ ଫ୍ୟାନମାନଙ୍କ ଏହି କ୍ରେଜ ତାଙ୍କୁ ଅସୁବିଧାରେ ନପକାଉ ସେ ଚିନ୍ତା ଲାଗିରହିଥାଏ।

ପ୍ରକାଶିତ ଏକ ରିପୋର୍ଟ ମୁତାବକ, ୪୯ବର୍ଷୀୟ ଲିସା ପର୍ଣ୍ଣ ଦୁନିଆରୁ ୧୯୯୭ରେ ସନ୍ୟାସ ନେଇଥିଲେ। ଏହାପରେ ସେ ଦ୍ବିତୀୟ ଥର ୨୦୦୮ ମସିହାରେ ପୁଣିଥିରେ ଇଣ୍ଡଷ୍ଟ୍ରିକୁ ଫେରି ଆସିଥିଲେ। ତାଙ୍କ କ୍ୟାରିୟରରେ ବି ସେ ବହୁ ସଫଳତା ପାଇଛନ୍ତି।

ଲିସା ପାଡକାଷ୍ଟ ବି ଆରମ୍ଭ କରିଛି। ଏଥିରେ ଏକ ଅଧ୍ୟାୟରେ ସେ ତାଙ୍କର ଜଣେ କ୍ରେଜି ଫ୍ୟାନଙ୍କ ବିଷୟରେ ସେୟାର କରିଥିଲେ। ଲିସା କହିଥିଲେ, ତାଙ୍କ ପଛରେ ଜଣେ ଫ୍ୟାନ ଏତେ ପାଗଳ ଥିଲେ କି ସେ ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲେ। ତେବେ ଆମେ ଯେଉଁ ଇଣ୍ଡଷ୍ଟ୍ରିରେ କାମ କରୁଛୁ। ସେଥିରେ ଅନେକ ଅସୁବିଧା ସାମ୍ନାକୁ ଆସିଥାଏ। ଯାହାକୁ ସହି ଆମକୁ ଆଗକୁ ବଢ଼ିବାକୁ ହୋଇଥାଏ। ଲୋକଙ୍କ ଚିନ୍ତାଧାରା ବଦଳିବା ଦରକାର।  ସେମାନେ ଅନ୍ୟ ଷ୍ଟାରମାନଙ୍କୁ ଯେମିତି ସମ୍ମାନ ଦେଉଛନ୍ତି। ସେମିତି ପର୍ଣ୍ଣଷ୍ଟାରଙ୍କୁ ବି ଦେବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe