ରାଜଧାନୀରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ

Advertisment

ଦିନକରେ ୭ ଲୁଟେରା ଗିରଫ, ୫ ବାଇକ୍‌, ୭ ମୋବାଇଲ୍‌ ଏବଂ ୧୦ ସାଇକେଲ୍‌ ଜବତ

ଦିନକରେ ୭ ଲୁଟେରା ଗିରଫ, ୫ ବାଇକ୍‌, ୭ ମୋବାଇଲ୍‌ ଏବଂ ୧୦ ସାଇକେଲ୍‌ ଜବତ

ମଟର ପମ୍ପ ଚୋରି ଅଭିଯୋଗରେ ୩ ଗିରଫ, କୋର୍ଟ ଚାଲାଣ

Image Courtesy of Times of India

ଭୁବନେଶ୍ବର: ନୂଆପଲ୍ଲୀ ଥାନା ପୁଲିସ ୟୁନିଟ୍‌-୪ ଖାରବେଳନଗର ଅଞ୍ଚଳର ମିଲୁ ବେହେରା(୩୯), ରାଜା ମହାଳିକ(୨୦), ୟୁନିଟ୍‌-୯ ଯୁଧିଷ୍ଠିର ବସ୍ତିର ଲିଙ୍ଗରାଜ ବେହେରା(୨୨) ଏବଂ ବୁନୁ ଚରଣ ଦାସ(୩୯)ଙ୍କୁ ଗିରଫ କରି ସେମାନଙ୍କଠାରୁ ୧୦ ସାଇକେଲ ଜବତ କରିଛି। ଭରତପୁର ଥାନା ପୁଲିସ ରାହୁଲ୍‌ ନାୟକ(୧୮) ଓ ନବ ନାୟକ(୨୪)କୁ ଗିରଫ କରି ସେମାନଙ୍କଠାରୁ ୪ ବାଇକ୍‌ ଜବତ କରିଛି।

କ୍ୟାପିଟାଲ୍‌ ଥାନା ପୁଲିସ ଚିତ୍ତରଂଜନ ନାଏକ(୩୦)କୁ ଗିରଫ କରି ତା’ଠାରୁ ୭ଟି ମୋବାଇଲ୍‌ ଜବତ କରିଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe