ବୁଦ୍ଧ ମନ୍ଦିରରେ ସାମୂହିକ ଦୀପଦାନ

Advertisment
ବୁଦ୍ଧ ମନ୍ଦିରରେ ସାମୂହିକ ଦୀପଦାନ

ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣାର ମୃତକଙ୍କ ଆତ୍ମାର ସଦ୍‌ଗତି କାମନା ଏବଂ ଆହତଙ୍କ ଆଶୁଆରୋଗ୍ୟ କାମନା କରି ବୁଦ୍ଧ ମନ୍ଦିରରେ ରବିବାର ସନ୍ଧ୍ୟାରେ ସାମୂହିକ ଦୀପଦାନ ସହ ନିରବ ପ୍ରାର୍ଥନା କରାଯାଇଥିଲା।

କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଶାସକ ନରେନ୍ଦ୍ର ମିଶ୍ର, ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି, ଆର୍ଯ୍ୟସମାଜ ସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ବୁଦ୍ଧ ମନ୍ଦିର ସମ୍ପାଦକ ସୌରେନ୍ଦ୍ର ମହାପାତ୍ର, ‘ପୌରୁଷ’ର ସଂପାଦକ ଅସିତ ମହାନ୍ତି, କରୁଣାକର ପ୍ରଧାନ, ଜଗତବନ୍ଧୁ ଜେନା, ସିଦ୍ଧାର୍ଥ ପଣ୍ଡା, ଲକ୍ଷ୍ମଣ ମଲ୍ଲିକ, ସୁବ୍ରତ ରଥ, କଳିଙ୍ଗ ଫାଉଣ୍ଡେସନ୍‌ ଟ୍ରଷ୍ଟର ଅଧ୍ୟକ୍ଷ ବିମଳ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe