ସଟଡାଉନ୍ ସମୟରେ କଟକର କେଉଁ ଔଷଧ ଦୋକାନ ଖୋଲା ରହିବ ଜାଣନ୍ତୁ

ସଟଡାଉନ୍ ସମୟରେ କଟକର କେଉଁ ଔଷଧ ଦୋକାନ ଖୋଲା ରହିବ ଜାଣନ୍ତୁ

କଟକ: ଭୁବନେଶ୍ୱର ଓ ଭଦ୍ରକ ସମେତ କଟକରେ ଆଜି ସଂଧ୍ୟା ୮ଟାରୁ ୪୮ ଘଣ୍ଟା ସଟଡାଉନ୍ ଆରମ୍ଭ ହୋଇଛି । ଏହି ସମୟରେ କେହି ଘରୁ ଗୋଡ କାଢି ପାରିବେ ନାହିଁ । ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଏମିତିକି ପରିବା, କ୍ଷୀର, ରାସନ ସାମଗ୍ରୀ ଦୋକାନ ମଧ୍ୟ ବନ୍ଦ ରହିବ । ଏଇ ୪୮ ଘଣ୍ଟା ଭିତରେ ଔଷଧ ଦୋକାନ ଖୋଲିବା ଉପରେ ମଧ୍ୟ କଟକଣା ଲଗାଯାଇଛି । ସ୍ଥାନୀୟ ଅଂଚଳର ପ୍ରଶାସିନକ ଅଧିକାରୀଙ୍କ ନିର୍ଦେଶ କ୍ରମେ ଖୁବ୍ କମ୍ ଔଷଧ ଦୋକାନ ଖୋଲା ରହିଛି । ତେବେ ଏ ନେଇ କଟକ ମହାନଗର ନିଗମ ଏକ ବିଜ୍ଞପ୍ତି ଜାରି କରିଛି । କେଉଁ କେଉଁ ଥାନା ଅଧିନରେ କେଉଁ କେଉଁ ଔଷଧ ଦୋକାନ ଖୋଲା ରହିବ ସେନେଇ ପୂରା ତାଲିକା ଦେଇଛି ସିଏମସି ।

୧.ସିଡିଏ ଫେଜ ୨ ପୁଲିସ ଷ୍ଟେସନ
ଦି ଫାର୍ମାସିଆ, ସେକ୍ଟର ୯, ସିଡିଏ
କମଳ ଫାର୍ମା, ସିଡିଏ
ଆପୋଲୋ ଫାର୍ମାସୀ, ସିଡିଏ ସେକ୍ଟର ୧୦
୨.ମର୍କତ ନଗର ପୁଲିସ ଷ୍ଟେସନ
ନିଦାନ, ସେକ୍ଟର ୭, ସିଡିଏ
ମାରୁତି ହେଲ୍ଥ କେୟାର, ସିଡିଏ, ସେକ୍ଟର ୬
ଆପୋଲୋ ଫାର୍ମାସୀ, ସିଡିଏ, ସେକ୍ଟର ୧୦
୩.ବିଡାନାସୀ ପୁଲିସ ଷ୍ଟେସନ
ମା ଭୂଆସୁଣୀ ମେଡ଼ିସିନ, ବିଡାନାସୀ
ଆପୋଲୋ ଫାର୍ମାସୀ, ସେଲଟର ଛକ
୪.ଲାଲବାଗ ପୁଲିସ ଷ୍ଟେସନ
ପ୍ରଦୀପ ମେଡିକାଲସ, ବାଲୁବଜାର
ମା କାଳୀ ଔଷଧାଳୟ, ଚାନ୍ଦିନୀଚୋୖକ
ଶ୍ରୀୟଙ୍କା ମେଡିକେୟାର, କନିକା ଛକ
ଆପୋଲୋ ଫାର୍ମାସୀ, ଚାନ୍ଦିନୀଚୋୖକ
୫.ପୁରୀଘାଟ ପୁଲିସ ଷ୍ଟେସନ
ଶୋଭା ମେଡିସିନସ, ହରିପୁର
ଆପୋଲୋ ଫାର୍ମାସୀ, ଚୌଧୁରୀ ବଜାର

publive-image The Indian Express

୬.ବାଦାମବାଡ଼ି ପୁଲିସ ଷ୍ଟେସନ
ମେଡ଼ିସିନ ଆଣ୍ଡ ମେଡ଼ିସିନ, ବାଦାମବାଡ଼ି
ରବୀନ୍ଦ୍ର ମେଡିକାଲସ, ବାଦାମବାଡ଼ି
ମନୋରଞ୍ଜନ ମେଡିସିନସ, ଦୋଳମୁଣ୍ଡାଇ
ଆପୋଲୋ ଫାର୍ମାସୀ, ଦୋଳମୁଣ୍ଡାଇ
୭.ମଧୁପାଟଣା ପୁଲିସ ଷ୍ଟେସନ
ଶାରଳା ମେଡିସିନସ, ମଧୁପାଟଣା
କଟକ ଡ୍ରଗ ହାଉସ, ଲିଙ୍କ ରୋଡ଼
ଆପୋଲୋ ଫାର୍ମାସୀ, ନୂଆପଡା
୮.ଚାଉଳିଆଗଞ୍ଜ ପୁଲିସ ଷ୍ଟେସନ
ସତ୍ୟସାଇ ମେଡିକାଲସ, ନୟାବଜାର
ରଂଜିତ ମେଡ଼ି ସପ, ମହାନଦୀ ବିହାର
ଆପୋଲୋ ଫାର୍ମାସୀ, ପୋଟପୋଖରୀ

publive-image୯.ଜଗତପୁର ପୁଲିସ ଷ୍ଟେସନ
ଆପୋଲୋ ଫାର୍ମାସୀ, ଜଗତପୁର
୧୦.ମାଲଗୋଦାମ ପୁଲିସ ଷ୍ଟେସନ
ପଦ୍ମା ମେଡିକାଲସ, ଯୋବ୍ରା
୧୧.ମଙ୍ଗଳାବାଗ ପୁଲିସ ଷ୍ଟେସନ
ବୈଦ୍ୟନାଥ ଫାର୍ମା, ମଙ୍ଗଳାବାଗ
ପ୍ରିୟଙ୍କା ମେଡିସିନସ, ମଙ୍ଗଳାବାଗ
ସଂଗ୍ରାମ ମେଡିସିନସ, ରାଣୀହାଟ
୧୨.କ୍ୟାଣ୍ଟନମେଣ୍ଟ ପୁଲିସ ଷ୍ଟେସନ
ଗେଟ ୱେଲ, ବକ୍ସିବଜାର
୧୩.ଦରଘା ବଜାର ପୁଲିସ ଷ୍ଟେସନ
ଡେ ଆଣ୍ଡ ନାଇଟ, ନୟାସଡ଼କ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe