ରାଜକୃଷ୍ଣ ବୋଷଙ୍କ ସ୍ମୃତି ସମାରୋହ

Advertisment
ରାଜକୃଷ୍ଣ ବୋଷଙ୍କ ସ୍ମୃତି ସମାରୋହ

ଭୁବନେଶ୍ୱର: ଅଗ୍ନିବର୍ଷୀ ମାସିକା ପତ୍ରିକା ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀ ରାଜକୃଷ୍ଣ ବୋଷଙ୍କ ଶ୍ରଦ୍ଧାଞ୍ଜଳି ସଭା ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ପୂର୍ବତନ ବାଚସ୍ପତି ଶରତ କର, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ରାଜକୃଷ୍ଣ ବୋଷଙ୍କ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ବରିଷ୍ଠ କ୍ରିକେଟ୍‌ କୋଚ୍‌ କିଶୋର ମାଣିଆଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପତ୍ରିକାର ସମ୍ପାଦକ ନିରଞ୍ଜନ ଦେବ ସଭାରେ ଅଧ୍ୟକ୍ଷତା କରିଥିଲେ। ରାଜକିଶୋର ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe