ଆଜି ପ୍ରଥମାର୍ଦ୍ଧରେ ଗଡ଼ିବନି ମୋ ବସ

Advertisment
ହଟିଲାନି ଲକ୍‌ଡାଉନ୍, ରାଜଧାନୀବାସୀ ନିରାଶ

CRUT

ଭୁବନେଶ୍ୱର : ସୋମବାର ପାଳିତ ହେବ ହୋଲି। ତାହାକୁ ନଜରରେ ରଖି ଆସନ୍ତା କାଲି ପ୍ରଥମାର୍ଧରେ ‘ମୋ ବସ୍‌’ ସେବା ବନ୍ଦ ରହିବ। ତେବେ ଅପରାହ୍‌ଣ ୩ଟାରୁ ପୁଣି ଥରେ ଏହି ସେବା ଆରମ୍ଭ ହେବ। ମାଷ୍ଟରକ୍ୟାଣ୍ଟିନରେ ଥିବା ପାସ୍ କାଉଣ୍ଟର୍‌ ଆସନ୍ତାକାଲି ବନ୍ଦ ରହିବ ବୋଲି କ୍ରୁଟ ପକ୍ଷରୁ ଟ୍ୱିଟ୍ ଯୋଗେ ଆଜି ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe