ବିଦ୍ୟୁତ ବିଲ ପୈଠ କରିବା ହେଲା ସହଜ,‘ସେସୁ’ର ମୋବାଇଲ ଆପ୍ ‘ସେସୁ କନେକ୍ଟ’ ଲୋକାର୍ପିତ

୧୩୭% ବଢ଼ିଲାଣି ବିଜୁଳି ଦର; କ୍ଷତି କରୁଛନ୍ତି କମ୍ପାନି, ବୋଝ ମୁଣ୍ଡାଉଛନ୍ତି ଘରୋଇ ଉପଭୋକ୍ତା

pe.gatech.edu

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେସୁ ପକ୍ଷରୁ ଆଜି ଏକ ମୋବାଇଲ ଆପ୍ ଲୋକାର୍ପିତ ହୋଇଛି । ଏହି ‘ସେସୁ କନେକ୍ଟ’ ଆପକୁ ରାଜ୍ୟ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଲୋକାର୍ପଣ କରିଛନ୍ତି । ଏହି ଆପ୍‌ରେ ଡିଜିଟାଲ ମାଧ୍ୟମରେ ଗ୍ରାହକ ବିଦ୍ୟୁତ ବିଲ ପୈଠ କରିପାରିବେ । ଆପ୍‌ରେ ମଧ୍ୟ ଗ୍ରାହକ ନିଜର ସୁବିଧା ଅସୁବିଧା ଜଣାଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe