ମହିଳାଙ୍କ ମୋବାଇଲ ଲୁଟ୍‌

Advertisment
ମହିଳାଙ୍କ ମୋବାଇଲ ଲୁଟ୍‌

Bareilly Today

ଧଉଳି : ଧଉଳି ଥାନା ଅଧୀନ ଇନ୍ଦିରା କଲୋନୀ ଅଞ୍ଚଳରେ ଜଣେ ମହିଳାଙ୍କ ଠାରୁ ମୋବାଇଲ ଫୋନ୍‌ ଲୁଟ୍‌ ହୋଇଛି। ଆଜି ସଂଧ୍ୟାରେ ମହିଳାଜଣକ ଏକ ତେଜରାତି ଦୋକାନରୁ ସାମଗ୍ରୀ କିଣୁଥିବା ବେଳେ ସେଠାରେ ଠିଆ ହୋଇଥିବା ଜଣେ ଯୁବକ ତାଙ୍କ ଭ୍ୟାନିଟରୁ ମୋବାଇଲ ଫୋନ ଝାମ୍ପି ନେଇଥିଲା। ସେଠାରେ ଉପସ୍ଥିତ ଥିବା କିଛି ଯୁବକ ଉକ୍ତ ଲୁଟେରାକୁ ଗୋଡ଼ାଇଥିଲେ ମଧ୍ୟ ଧରିପାରି ନଥିଲେ। ଏନେଇ ମହିଳାଜଣକ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe