ଋଣ ଦେବା ନାଁ’ରେ ୧୦ରୁ ଅଧିକ ଲୋକଙ୍କୁ ଠକେଇ, ମାଗ୍‌ନା ଫାଇନାନ୍ସର ଅଧିକାରୀ ଗିରଫ

Advertisment
ତୀରମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

Times of India

ଭୁବନେଶ୍ବର: ଋଣ ଦେବା ନାଁରେ ୧୦ ରୁ ଅଧିକ ଲୋକଙ୍କୁ ଲକ୍ଷଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ଖଣ୍ଡଗିରି ପୁଲିସ ଆଜି ମାଗ୍‌ନା ଫାଇନାନ୍ସର ଅଧିକାରୀ ମନୋଜ ପାତ୍ରଙ୍କୁ ଗିରଫ କରିଛି। ୮ ମାସ ତଳେ ସେ ଅଜିତ ପାଢ଼ୀଙ୍କୁ ଋଣ କରାଇବା ନାଁରେ ୫୦ ହଜାରରୁ ଅଧିକ ଟଙ୍କା ଠକି ନେଇଥିଲେ। କେବଳ ଅଜିତ ନୁହନ୍ତି, ତାଙ୍କ ଭଳି ପ୍ରାୟ ୧୦ଜଣଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ। ପରେ ଫାଇନାନ୍ସ କମ୍ପାନିର ନାଁ ବଦଳାଇ ରୁଚିକା ମାର୍କେଟ୍‌ରେ ଆଉ ଏକ ସଂସ୍ଥା ଖୋଲିଥିଲେ। ଅଭିଯୋଗ ପାଇ ପୁଲିସ ଆଜି ତାଙ୍କୁ ସେଠାରୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe