ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜନ୍ମ ନେଲା ସିମ୍ପାଞ୍ଜି ଶାବକ

ଭୁବନେଶ୍ବର ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସ (୨୯ ଡିସେମ୍ବର)ରେ ୬୦(କ) ଏନକ୍ଲୋଜରରେ ଏକ ସିମ୍ପାଞ୍ଜି ଶାବକ ଜନ୍ମଲାଭ କରିଛି। ରାକ୍ଷୀ ଏକ ଶିଶୁ ସିମ୍ପାଞ୍ଜି ଶାବକକୁ ଜନ୍ମ ଦେଇଛି। ଜୁଲୁ ସହ ମିଳନରୁ ଜନ୍ମ ଦେଇଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତୁପକ୍ଷ ଘୋଷଣା କରିଛି।

Nandankanan zoo

Nandankanan zoo Photograph: (Sambad )

ବାରଙ୍ଗ: ଭୁବନେଶ୍ବର ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସ (୨୯ ଡିସେମ୍ବର)ରେ ୬୦(କ) ଏନକ୍ଲୋଜରରେ ଏକ ସିମ୍ପାଞ୍ଜି ଶାବକ ଜନ୍ମଲାଭ କରିଛି। ରାକ୍ଷୀ ଏକ ଶିଶୁ ସିମ୍ପାଞ୍ଜି ଶାବକକୁ ଜନ୍ମ ଦେଇଛି। ଜୁଲୁ ସହ ମିଳନରୁ ଜନ୍ମ ଦେଇଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତୁପକ୍ଷ ଘୋଷଣା କରିଛି।

ସୂଚନାଯୋଗ୍ୟ  ଜୁଲୁ ୧୯୯୪ ମସିହା ମେ’ ମାସରେ  ସିଙ୍ଗାପୁର ପ୍ରାଣୀ ଉଦ୍ୟାନରୁ ଆସିଥିଲା। ରାକ୍ଷୀ ୨୦୧୧ ମସିହା ଅଗଷ୍ଟ  ମାସ ୧୨ ତାରିଖରେ ନନ୍ଦନକାନନରେ ଜନ୍ମଗ୍ରହଣ କରିଥିଲା।  ପ୍ରାଣୀ ଉଦ୍ୟାନର ସିମ୍ପାଞ୍ଜି ସଂଖ୍ୟା ୮କୁ ବୃଦ୍ଧି ହୋଇଛି। ଏହାରି ମଧ୍ୟରେ ୨ଅଣ୍ଡିରା ୫ ମାଈ ଓ ଲିଙ୍ଗ ଚିହ୍ନଟ  ଶାବକଟି ଅଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe