ଆସନ୍ତା ୧୩ ତାରିଖରୁ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ଭୁବନେଶ୍ଵରରେ ପହଞ୍ଚିଲା ନେଦରଲାଣ୍ଡ ଟିମ୍

Advertisment
ଆସନ୍ତା ୧୩ ତାରିଖରୁ ହେବାକୁ ଥିବା ହକି ବିଶ୍ୱକପ୍ ପାଇଁ ଭୁବନେଶ୍ଵରରେ ପହଞ୍ଚିଲା ନେଦରଲାଣ୍ଡ ଟିମ୍

www.google.com

ଭୁବନେଶ୍ବର: ଭୁବନେଶ୍ଵରରେ ପହଞ୍ଚିଲେ ନେଦରଲାଣ୍ଡ ହକି ଟିମ୍। ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଆଉ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବାକୁ ଯାଉଛି ହକି ବିଶ୍ୱକପ୍। ସେଥିପାଇଁ ନେଦରଲାଣ୍ଡ ଦଳ ଆସି ଭୁବନେଶ୍ବରରେ ପହଂଚିଛି। ୨୦୧୮ରେ ନେଦରଲାଣ୍ଡ ସିଲଭର୍ ମେଡାଲ ପାଇଥିଲା। ଏହା ସହିତ ଏପର୍ଯ୍ୟନ୍ତ ୩ ଥର ବିଶ୍ଵ ବିଜେତା ହେଇଥିବା ବେଳେ ୬ ଥର ଫାଇନାଲ ପର୍ଯ୍ୟନ୍ତ ଯାଇଛି ଟିମ୍। ତେଣୁ ଏଥର କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଛି। ଗ୍ରୁପ୍‌ ସିରେ ରହିଛି ନେଦରଲାଣ୍ଡ ଏବଂ ଏହା ସହିତ ନିଉଜିଲ୍ୟାଣ୍ଡ, ଚିଲି ଆଉ ମାଲେସିଆ ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe