ଭୁବନେଶ୍ୱରରେ ରାତ୍ରିକାଳୀନ କର୍ଫ୍ୟୁ: ଚେକିଂ ଜାରି, ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱରରେ ରାତ୍ରିକାଳୀନ କର୍ଫ୍ୟୁ: ଚେକିଂ ଜାରି, ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Photo: Bibhuti, Sambad

ଭୁବନେଶ୍ୱର: ଦଶହରା ଅବସରରେ କରୋନା ଭାଇରସ ମହାମାରୀକୁ ନିୟନ୍ତ୍ରିତ କରିବା ଲକ୍ଷ୍ୟରେ ରାଜଧାନୀ ଭୁବନେଶ୍ୱରରେ ପୁଣି ଥରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ହୋଇଯାଇଛି। କମିସନରେଟ ପୁଲିସ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଗତ ୧୧ ତାରିଖ ଠାରୁ ଏହା ଆରମ୍ଭ ହୋଇଯାଇଛି। ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଏହା ଜାରି ରହିବ।

publive-image

ରାତ୍ରିକାଳନୀ କର୍ଫ୍ୟୁକୁ କଡ଼ାକଡ଼ି କରିବା ପାଇଁ ମାଷ୍ଟରକ୍ୟାଟିନ୍‌ ଠାରେ ପୁଲିସ କମିସନର, ଏସ୍‌ପି, ଡିସିପି ସିକ୍ୟୁରିଟି ଓ ବିଭିନ୍ନ ଜୋନ୍‌ର ଏସିପି ଆଦି ଉପସ୍ଥିତ ଅଛନ୍ତି। ପାର୍ବଣକୁ ଦୃଷ୍ଟିରେ ରଖି ପୁଲିସ ଟିମ୍‌ ଚେକିଂ କରୁଛନ୍ତି। ତେବେ ପ୍ରଥମ ଦିନରେ ଗତକାଲି ୧୪୦୦ ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe