ଭୁବନେଶ୍ୱର: ନିଶା ନିବାରଣ ଅଭିଯାନ ମଂଚ ପକ୍ଷରୁ ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରାଓ । ରାଜ୍ୟରେ ଅଧିକ ମଦ ଦୋକାନ ଖୋଲିବାକୁ ବିରୋଧ କରି ଅବକାରୀ ମନ୍ତ୍ରୀ ନିରଂଜନ ପୂଜାରୀଙ୍କ ବାସଭବନ ଘେରାଓ କରିଛି ମଂଚ । ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀରେ ମଦକୁ ଅଗ୍ରାଧିକାର ଦେବା ନିନ୍ଦନୀୟ ବୋଲି ମଂଚ ପକ୍ଷରୁ କୁହାଯାଇଛି । ଏହାସହ ମଦକୁ ନେଇ ସରକାରୀ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିବାକୁ ଦାବି କରିଛି ମଂଚ । ତେବେ ଦାବି ପ୍ରତ୍ୟାହାର କରାନଗଲେ ବିକ୍ଷୋଭ ଜାରି ରହିବ ବୋଲି ମଂଚ ପକ୍ଷରୁ କୁହାଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us