The Economic Times
ଭୁବନେଶ୍ବର: ଖାଲି ପଡ଼ିଛି ଆଇଗିଣିଆ ଆଳୁ ଗୋଦାମ। ୪ ଦିନ ହେବ ଆସୁନି ଆଳୁ। ନା ଉତ୍ତର ପ୍ରେଦେଶରୁ ଆସୁଛି ଆଳୁ ଗାଡ଼ି , ନାଁ ପଶ୍ଚିମବଙ୍ଗରୁ। ଉତ୍ତରପ୍ରଦେଶ ଆଳୁର ଗ୍ରହଣୀୟତା ନାହିଁ କି ବେଶୀ ଦିନ ରହିପାରୁନି। ତେଣୁ ଆଳୁ ସେଠୁ ଆଣିବାକୁ ପସନ୍ଦ କରୁନାହାନ୍ତି ଗୋଦାମ ମାଲିକ। ଏହା ଆଗାମୀ ଦିନରେ ବଜାରରେ ଆଳୁର ମୂଲ୍ୟ ବୃଦ୍ଧି ସହ ଆଳୁ ବଜାରରୁ ଉଭାନ ହୋଇପାରେ ବୋଲି କୁହାଯାଉଛି।
Follow Us