ବେଆଇନ କୋଠା ନିର୍ମାଣ ଉପରେ ନୋଟିସ୍‌ ଲାଗିଲା

Advertisment

ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି)ର ବିନା ଅନୁମତିରେ ବିଲ୍‌ଡିଂ ନିର୍ମାଣ କରାଯାଉଥିଲା। ଛେଣ୍ଡ୍‌ ଏକ୍ସିସ୍‌ ବ୍ୟାଙ୍କ୍‌ ପାଖ, ଜନତା ନିବାସ ଓ ମଧୁସୂଦନ ମାର୍ଗରେ ବିଲଡିଂର ନିର୍ମାଣକାର୍ଯ୍ୟ ବେଗ ଧରିଥିଲା।

ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି)ର ବିନା ଅନୁମତିରେ ବିଲ୍‌ଡିଂ ନିର୍ମାଣ କରାଯାଉଥିଲା। ଛେଣ୍ଡ୍‌ ଏକ୍ସିସ୍‌ ବ୍ୟାଙ୍କ୍‌ ପାଖ, ଜନତା ନିବାସ ଓ ମଧୁସୂଦନ ମାର୍ଗରେ ବିଲଡିଂର ନିର୍ମାଣକାର୍ଯ୍ୟ ବେଗ ଧରିଥିଲା।

a15e4d25-b9bf-478e-9abd-3784d8fc49be

ରାଉରକେଲା: ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି)ର ବିନା ଅନୁମତିରେ ବିଲ୍‌ଡିଂ ନିର୍ମାଣ କରାଯାଉଥିଲା। ଛେଣ୍ଡ୍‌ ଏକ୍ସିସ୍‌ ବ୍ୟାଙ୍କ୍‌ ପାଖ, ଜନତା ନିବାସ ଓ ମଧୁସୂଦନ ମାର୍ଗରେ ବିଲଡିଂର ନିର୍ମାଣକାର୍ଯ୍ୟ ବେଗ ଧରିଥିଲା। ତେବେ ଏହି ବେଆଇନ ନିର୍ମାଣ ଉପରେ ଆର୍‌ଏମ୍‌ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆର୍‌ଏମ୍‌ସିର ପ୍ଲାନିଂ ଓ ଏନ୍‌ଫୋର୍ସ୍‌ମେଣ୍ଟ୍‌ ଟିମ୍ ଉକ୍ତ ବିଲ୍ଡିଂ ନିକଟରେ ପହଞ୍ଚି କାର୍ଯ୍ୟବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ନୋଟିସ ଲଗାଯିବାସହ ଆନୁସଙ୍ଗିକ ଅନୁମତି ନ ମିଳିବା ପର୍ଯ୍ୟନ୍ତ ନିର୍ମାଣକାର୍ଯ୍ୟ ଆରମ୍ଭ ନ କରିବାକୁ ‌ନିର୍ଦ୍ଦେଶ ଦିଆଯାଇଛି।

ଆର୍‌ଏମ୍‌ସିର ପ୍ଲାନିଂ ଓ ଏନ୍‌ଫୋର୍ସ୍‌ମେଣ୍ଟ୍‌ ଟିମ୍ ଉକ୍ତ ବିଲ୍ଡିଂ ନିକଟରେ ପହଞ୍ଚି କାର୍ଯ୍ୟବନ୍ଦ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ନୋଟିସ ଲଗାଯିବାସହ ଆନୁସଙ୍ଗିକ ଅନୁମତି ନ ମିଳିବା ପର୍ଯ୍ୟନ୍ତ ନିର୍ମାଣକାର୍ଯ୍ୟ ଆରମ୍ଭ ନ କରିବାକୁ ‌ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ନଭେମ୍ବର ୮ ତାରିଖରେ ପାନପୋଷ କାଳୀ ମନ୍ଦିର ନିକଟରେ ବେଆଇନଭାବେ ନିର୍ମାଣାଧୀନ ଏକ ବିଲ୍‌ଡିଂରେ ନୋଟିସ ଲଗାଯାଇଥିଲା। ସମ୍ପୃକ୍ତ ବିଲ୍‌ଡିଂର ମାଲିକ ଆର୍‌ଏମ୍‌ସି ପକ୍ଷରୁ ଦିଆଯାଇଥିବା ମୂଳ ପ୍ଲାନ୍‌କୁ ପରିବର୍ତ୍ତନକରି ନିଜସ୍ଵ ଢାଞ୍ଚାରେ ବିଲ୍‌ଡିଂ ନିର୍ମାଣ କରୁଥିଲେ। ୨୦୨୩ ମସିହାରୁ ଏକାଧିକବାର ନୋଟିସ୍‌ ଦିଆଯାଇଥିଲେ ମଧ୍ୟ ନିର୍ମାଣକାର୍ଯ୍ୟ ଜାରି ରହିଥିଲା। ବାରମ୍ବାର ନୋଟିସ ସତ୍ତ୍ଵେ ନିର୍ମାଣ କାର୍ଯ୍ୟ ଜାରି ରଖିବାରୁ ବିଲଡିଂରେ ନୋଟିସ ମରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe