ଆଗ୍ରାରେ ଚମକିଲେ ଓଡ଼ିଆ ଝିଅ ସ୍ନେହାଶ୍ରୀ

Advertisment
ଆଗ୍ରାରେ ଚମକିଲେ ଓଡ଼ିଆ ଝିଅ ସ୍ନେହାଶ୍ରୀ

ପୁରୁଣା ଭୁବନେଶ୍ୱର: ଆଗ୍ରାରେ ଚମକିଲେ ଭୁବନେଶ୍ୱରର ଝିଅ। ମଲିକା-ଇ-ତାଜ୍‌ ସିଜିନ୍‌-୨‌ ମଡେଲିଂରେ ପ୍ରଥମ ରନର୍ସ ଅପ୍‌ ଭାବେ ୧୪ବର୍ଷୀୟା ପୁରୁଣା ଭୁବନେଶ୍ବରର ସ୍ନେହାଶ୍ରୀ ସାହୁ ସଫଳତା ପାଇଛନ୍ତି। ଗତ ୧ତାରିଖରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଲିଉଡ୍‌ କଳାକାର ପାରୁଲ ଚୌହାନ ସ୍ନେହାଶ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ରାଜସ୍ଥାନ, କାନପୁର, ଆଗ୍ରା, ମହାରାଷ୍ଟ୍ର, ଓଡ଼ିଶା ଆଦି ସ୍ଥାନରୁ ୫୦ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe