ଭୁବନେଶ୍ବର: ବ୍ଲାଇଣ୍ଡ୍ୱିଙ୍କ୍ ପକ୍ଷରୁ ବେଙ୍ଗାଲୁରୁର ତାଜ୍ ହୋଟେଲ୍ ପରିସରରେ ‘ଇଣ୍ଡିଆ ଆଇକନ୍ ଆୱାର୍ଡ-୨୦୧୯’ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ଯୁବ ଉଦ୍ୟୋଗୀ ଦୀପକ ମହାନ୍ତିଙ୍କୁ ‘ଇଣ୍ଡିଆ ଆଇକନ୍ ଆୱାର୍ଡ ପ୍ରଦାନ କରାଯାଇଥିଲା। ବଲିଉଡ୍ ଅଭିନେତ୍ରୀ ଦିୟା ମିର୍ଜା ଅତିଥି ଭାବେ ଯୋଗ ଦେଇ ସମ୍ମାନ ପ୍ରଦାନ କରିଥିଲେ। ଉଦ୍ୟୋଗ କ୍ଷେତ୍ରରେ ସଫଳତା ପାଇବା ସହ ସମାଜସେବା କ୍ଷେତ୍ରରେ ସକ୍ରିୟ ରହି ଯୁବପିଢ଼ିଙ୍କ ପାଇଁ ପ୍ରେରଣା ପାଲଟିଥିବାରୁ ଶ୍ରୀ ମହାନ୍ତିଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଥିଲା।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us