ଓଡ଼ିଶା ଆଶା କର୍ମୀ ସଂଘର ବିକ୍ଷୋଭ

Advertisment
ଓଡ଼ିଶା ଆଶା କର୍ମୀ ସଂଘର ବିକ୍ଷୋଭ

ଭୁବନେଶ୍ୱର : ଆଶା କର୍ମୀଙ୍କୁ ସ୍ଥାୟୀ ନିଯୁକ୍ତି, ପ୍ରତ୍ୟେକ ଡାକ୍ତରଖାନାକୁ ଅଶା ଗୃହ ପ୍ରଦାନ, ମାସିକ ଭତ୍ତା ଆଦି ୧୭ ଦଫା ଦାବି ନେଇ ଆଜି ଓଡ଼ିଶା ଆଶା କର୍ମୀ ସଂଘ ପକ୍ଷରୁ ଲୋୟର ପିଏମଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଆଶାକର୍ମୀମାନେ ସାମିଲ ହୋଇଥିଲେ। ସଂଘର ଦାବି ତୁରନ୍ତ ପୂରଣ ନହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସଭାପତି ରାଧାରମଣ ଷଡ଼ଙ୍ଗୀ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ବିକ୍ଷୋଭ ପ୍ରଦର୍ଶନ ପରେ ସଂଘର ଏକ ପ୍ରତିନିଧି ଦଳ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe