୩ଡି ସୋ’ରେ ଓଡ଼ିଶା ଐତିହ୍ୟ ପ୍ରଦର୍ଶନ

Advertisment
୩ଡି ସୋ’ରେ ଓଡ଼ିଶା ଐତିହ୍ୟ ପ୍ରଦର୍ଶନ

ଭୁବନେଶ୍ବର: ଉତ୍କଳ ଦିବସ ପରିପ୍ରେକ୍ଷୀରେ ଟାଟା ଟି ପ୍ରିମିୟମ୍ ପକ୍ଷରୁ ଆଜି ଏସ୍‌ପ୍ଲାନେଡ୍‌ ୱାନ୍ ମଲ୍‌ରେ ଏକ ବିଶାଳ ୩ଡି ପ୍ରୋଜେକ୍ସନ ମ୍ୟାପିଂ ସୋ’ର ଆୟୋଜନ କରାଯାଇଥିଲା। ସେଥିରେ ଓଡ଼ିଶାର ଗୌରବମୟ ଐତିହ୍ୟକୁ ପ୍ରଦର୍ଶନ କରାଯାଇଥିଲା।

ଏହି ଅବସରରେ କଂପାନିର ସଭାପତି (ପ୍ୟାକେଜଡ୍‌ ବେଭେରେଜେସ୍‌) ପୁନିତ ଦାସ କହିଛନ୍ତି ଯେ ରାଜ୍ୟର ଗ୍ରାହକମାନଙ୍କ ସହିତ ଆମ ସମ୍ପର୍କକୁ ଆହୁରି ଦୃଢ଼ କରିବା ଲାଗି ଆମେ ବିଶାଳ ୩ଡି ପ୍ରୋଜେକ୍ସନ ସୋ’ ଜରିଆରେ ଓଡ଼ିଶାର ଗୌରବକୁ ଗାଥାର ସ୍ମୃତିଚାରଣ କରିଛୁ। ଏହି ସୋ’ ଲୋକମାନଙ୍କୁ ନିଶ୍ଚିତ ରୂପେ ଉଲ୍ଲସିତ କରିଥିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe