ପୁନାମା ଗେଟ ନିକଟସ୍ଥ ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର

Advertisment

ରାଜଧାନୀ ଭୁବନେଶ୍ବରରେ ପୁଣି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି। ଜଣେ  ଯୁବକଙ୍କୁ ବିଭତ୍ସ ଭାବେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ସଦସ୍ୟ ଆଣିଛନ୍ତି।  ମୃତ ଯୁବକଙ୍କ ନାଁ ସ୍ୱରାଜ ବେହେରା । ମୃତକଙ୍କ ପରିବାର ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି...

body of the youth was recovered from the railway tracks near Punama Gate

body of the youth was recovered from the railway tracks near Punama Gate

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ପୁଣି ହତ୍ୟାକାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି। ଜଣେ  ଯୁବକଙ୍କୁ ବିଭତ୍ସ ଭାବେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ସଦସ୍ୟ ଆଣିଛନ୍ତି।  ମୃତ ଯୁବକଙ୍କ ନାଁ ସ୍ୱରାଜ ବେହେରା । ମୃତକଙ୍କ ପରିବାର ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। 

କ୍ଷତାକ୍ତ ଅବସ୍ଥାରେ ପୁନାମା ଗେଟ ନିକଟସ୍ଥ ରେଳ ଧାରଣାରୁ ତାଙ୍କ ମୃତଦେହ ମିଳିଛି। ସ୍ବରାଜଙ୍କ  ପିଠି ଓ ଦେହରେ ଖଣ୍ଡା ଚୋଟର ଚିହ୍ନ ରହିଥିବା ଦେଖିବାକୁ ମିଳିଛି।  ଘଟଣାସ୍ଥଳରେ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। 

ଅଧିକ ପଢ଼ନ୍ତୁ: ଥଇଥାନ ନ କରି ଉଚ୍ଛେଦ କରୁଥିବା ଅଭିଯୋଗ: ତାତିଲେ ‌ଲୋକେ

ତେବେ ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟୁଥିବାରୁ ଭୁବନେଶ୍ବର ଅପରାଧର ଆଡ୍ଡା ପାଲଟିଛି ବୋଲି କୁହାଯାଉଛି, ପୂର୍ବରୁ ଏୟାରପୋର୍ଟ ଅଞ୍ଚର ଜଣେ ଯୁବକଙ୍କୁ ମାରି ଗାଁ ଦାଣ୍ଡରେ ଫିଙ୍ଗି ଦେଇଥିଲେ । ଯାହା କମିସନରେଟ ପୁଲିସ ପାଇଁ ମୁଁ ମୁଣ୍ଡବ୍ୟଥାର କାରଣ ହୋଇଛି। 

ଅଧିକ ପଢ଼ନ୍ତୁ: ଗାଜାରେ ଇସ୍ରାଏଲର ଆକ୍ରମଣ: ୪ ଶିଶୁଙ୍କ ସମେତ ୧୨ ପାଲେଷ୍ଟାଇନ ମୃତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe