ବିଲ୍ଡରଙ୍କୁ ଠକି ଜଣେ ଗିରଫ

Advertisment
ଅତିରିକ୍ତ ତହସିଲଦାରଙ୍କ ଗାଡ଼ିକୁ ପିଛା କରି ଯୁବକ ଅଟକ

image source-nayalook.com

ଭୁବନେଶ୍ୱର : ବିଲ୍ଡରଙ୍କୁ ଜମି ବିକିବା ନାଁରେ ଏକ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଆଜି ଏୟାର୍‌ ଫିଲ୍‌ଡ ଥାନା ପୁଲିସ ଜାମୁକୋଳି ଗାଁର କାର୍ତ୍ତିକ ପରିଡ଼ା(୪୭)ଙ୍କୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ କାର୍ତ୍ତିକ ଏକ ଜମି ବିକିବା ପାଇଁ ବିଲ୍‌ଡର ଶ୍ରୀକାନ୍ତ ବଡ଼ୁଙ୍କଠାରୁ ୨୦୧୦ ମସିହାରେ ଏକ ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ପରେ ଜମି ଦେଇନଥିଲେ। ଦୀର୍ଘ ବର୍ଷ ଅପେକ୍ଷା କରିବା ପରେ ଶ୍ରୀକାନ୍ତ ଥାନାର ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe