ସହିଦନଗର ଦୁର୍ଗାପୂଜା ସମିତିର ପଖାଳ ଦିବସ

Advertisment
ସହିଦନଗର ଦୁର୍ଗାପୂଜା ସମିତିର ପଖାଳ ଦିବସ

ଭୁବନେଶ୍ବର: ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ପଖାଳ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବିଧାୟକ ଦେବୀପ୍ରସାଦ ମିଶ୍ର, ଅନନ୍ତ ନାରାୟଣ ଜେନା, ଅଧିରାଜ୍ ପାଣିଗ୍ରାହୀ, ରମେଶ ଚନ୍ଦ୍ର ଜେନା, ତାରାପ୍ରସାଦ ବାହିନୀପତି, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ମେୟର୍‌ ସୁଲୋଚନା ଦାସ, କର୍ପୋରେଟର୍‌ ରାଜକିଶୋର ଦାସ, ଭରତ ଲେଙ୍କା, ପ୍ରୀତିନନ୍ଦା ରାଉତରାୟ, ଭାରତୀ ସିଂହ, ରଞ୍ଜୁଲତା ରାୟ, ମିହିର ରାଉତ, ଝରଣାରାଣୀ ପତି, ସମୀର ମହାନ୍ତି, ଉପାସନା ବିଦ୍ୟାଧର ମହାପାତ୍ର, ଶିବାନନ୍ଦ ରାୟ, ସାମ୍ବାଦିକ କେ. ରବି, ଶ୍ରୀମୟ କର, ପ୍ରଭୁକଲ୍ୟାଣ ମହାପାତ୍ର, ବିଭୂତି କର, ଶୁଭାଶିଷ ମହାପାତ୍ର, ବିଜୟ ଚାଖି, ରୁଦ୍ର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଦହି ପଖାଳ ସହ ୧୫ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା।

୧୦୦୦ରୁ ଊର୍ଦ୍ଧ୍ବ ସାଧାରଣ ଲୋକ ଏଥିରେ ଯୋଗଦେଇ ପଖାଳର ମଜା ନେଇଥିଲେ ବୋଲି ସଭାପତି ହେମନ୍ତ ପରିଡ଼ା ସୂଚନା‌ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe