କୈବଲ୍ୟନଗର ଓନର୍ସ ଆସୋ‌ସିଏସନ ପକ୍ଷରୁ ବୃକ୍ଷରୋପଣ

Advertisment
କୈବଲ୍ୟନଗର ଓନର୍ସ ଆସୋ‌ସିଏସନ ପକ୍ଷରୁ ବୃକ୍ଷରୋପଣ

ଭୁବନେଶ୍ବର: କୈବଲ୍ୟନଗର ଓନର୍ସ ଆସୋସିଏସନ୍‌ ପକ୍ଷରୁ ୱାର୍ଡ ନମ୍ବର ୫ ଚକେଇସିଆଣି ସମେଇଗାଡ଼ିଆସ୍ଥିତ ପ୍ରସ୍ତାବିତ କୈବଲ୍ୟ ଭାଟିକା ପାର୍କରେ ବୃକ୍ଷରୋପଣ କରାଯାଇଛି। ଭୁବନେଶ୍ବର (ଉତ୍ତର) ବିଧାୟକ ସୁଶାନ୍ତ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନୀ କରିଥିଲେ।

କା‌ର୍ଯ୍ୟକ୍ରମ ଜରିଆରେ ସଂପୃକ୍ତ ପାର୍କରେ ପ୍ରାୟ ୨୦୦ରୁ ଊର୍ଧ୍ବ ବୃକ୍ଷରୋପଣ କରାଯିବ ବୋଲି ଆସୋସିଏସନ୍‌ର ସଭାପତି ଚିନ୍ତ‌‌ାମଣି ମହାନ୍ତି କହିଛନ୍ତି। କାର୍ଯ୍ୟକ୍ରମରେ କର୍ପୋ‌ରେଟର୍‌ ମିନୁଶ୍ରୀ ଖଟୁଆ, ପୂର୍ବତନ କର୍ପୋରେଟର୍‌ ନିର୍ମଳ ରାଉତ, ସନ୍ ତୋ‌ଷ ମହାନ୍ତି, ଦାଶରଥି ରାଉତ, ଭିକାରୀ ସ୍ବାଇଁ, ଚନ ଦାଶ, ବୁଟୁ ପତି, ରବି ମହାନ୍ତି, ସନ୍ ତୋଷ ଶୁକ୍ଳା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe