ଗ୍ରିନାଥନ୍‌ ପକ୍ଷରୁ ବୃକ୍ଷରୋପଣ

Advertisment
ଗ୍ରିନାଥନ୍‌ ପକ୍ଷରୁ ବୃକ୍ଷରୋପଣ

ଭୁବନେଶ୍ବର: ଗ୍ରିନାଥନ୍‌ ପକ୍ଷରୁ ଉତ୍ତର ଭୁବନେଶ୍ୱରର ୨୭ ନମ୍ବର ୱାର୍ଡରେ ବୃକ୍ଷରୋପଣ କରାଯାଇଛି। ଏଥିରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ସମେତ ସ୍ଥାନୀୟ କର୍ପୋରେଟର୍‌ ଶୁଭ୍ରାଂଶୁ ପଟ୍ଟନାୟକ ଉପସ୍ଥିତ ରହି ଗଛ ଲଗାଇ ସବୁଜିମା ପୃଥିବୀର ବାର୍ତ୍ତା ଦେଇଥିଲେ।

ଏହି ଅବସରରେ ଜାତୀୟ ରାଜପଥ କଡ଼ରେ ୫୦ଟି ଗଛ ଲଗା ଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସେଭେନଥ ଆଭେନ୍ୟୁ ପରିଚାଳନା ନିର୍ଦ୍ଦେଶକ ଆଶୁତୋଷ ପଣ୍ଡାଙ୍କ ସମେତ କମ୍ପାନିର ଅନ୍ୟ କର୍ମଚାରୀ ଉପସ୍ଥିତ ରହି ବୃକ୍ଷରୋପଣରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe