ବିବେକାନନ୍ଦ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ

ବିବେକାନନ୍ଦ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ

ଭୁବନେଶ୍ୱର: କାର୍ଗିଲ ରୋଡ୍‌ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ବୃକ୍ଷରୋପଣ କରାଯାଇଛି। ସାମ୍ବାଦିକ ଲିଙ୍ଗରାଜ ସାହୁ ଏହାକୁ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ଚାରାରୋପଣ କରାଯାଇଥିଲା।

ଏଥିରେ ମହର୍ଷି ନଚିକେତା, ସ୍ୱାମୀ ମୁକ୍ତାନନ୍ଦଜୀ, ବିଦ୍ୟାଳୟର ଅଧ୍ୟକ୍ଷା ସବିତା କୁମାରୀ ସାହୁ, ଶିକ୍ଷକ ପ୍ରତିନିଧି ତୃପ୍ତି ନନ୍ଦ, ଜ୍ୟୋତିର୍ମୟୀ ସାମନ୍ତରାୟ, ଅନିତାରାଣୀ ସାହୁ, ମନବୀଣା ମହାନ୍ତି, ଦୀପିକା ଦାସ, ରଶ୍ମିତା ପତିଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ମୁରବୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe