ବୈଦିକ ବ୍ରାହ୍ମଣ ସମାଜର ବୃକ୍ଷରୋପଣ

Advertisment
ବୈଦିକ ବ୍ରାହ୍ମଣ ସମାଜର ବୃକ୍ଷରୋପଣ

ଭୁବନେଶ୍ବର: ଓଡ଼ିଶା ବୈଦିକ ବ୍ରାହ୍ମଣ ସମାଜ ଟ୍ରଷ୍ଟ ପକ୍ଷରୁ ବାର୍ଷିକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଘାଟିକିଆ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା।

ଟ୍ରଷ୍ଟର ଅଧ୍ୟକ୍ଷ ପଣ୍ଡିତ ସତ୍ୟବ୍ରତ ମିଶ୍ର ଶର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଣ୍ଡିତ ଜିତୁ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ। କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମ୍ପାଦକ ରଶ୍ମିରଞ୍ଜନ ମିଶ୍ର, ଉପ ସଭାପତି ଶରତଚନ୍ଦ୍ର ଦାଶ, ନୃସିଂହ ଚରଣ ପତି, ମନୋଜ ଷଡ଼ଙ୍ଗୀ, ଜଗନ୍ନାଥ ପଣ୍ଡା, ବନମାଳୀ କର, ହରିବନ୍ଧୁ ରଥ, ଦେବେନ୍ଦ୍ର କର, ଶଶିକାନ୍ତ ମିଶ୍ର, ସତ୍ୟ ଉପାଧ୍ୟାୟ, ମୃତ୍ୟୁଞ୍ଜୟ ମହାପାତ୍ର, ପ୍ରମୋଦ ଶତପଥୀ, ସଞ୍ଜୟ ପଣ୍ଡା, ଦିଲ୍ଲୀପ ଷଡ଼ଙ୍ଗୀ, ହେମନ୍ତ ମିଶ୍ର, ବିଜୟ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe