ନାଇଟ କର୍ଫ୍ୟୁ ବେଳେ ଅମାନିଆଙ୍କୁ ସାବାଡ଼ କଲେ ପୁଲିସ କମିସନର: ୧୨ରୁ ଅଧିକ ଗାଡ଼ି ଜବତ

Advertisment
ସମୀକ୍ଷା ବୈଠକରେ ଗୁରୁମନ୍ତ୍ର ଦେଲେ ପୁଲିସ କମିଶନର: ଅଭିଯୋଗକାରୀଙ୍କ କଥା ଶୁଣ

ଭୁବନେଶ୍ବର: ନାଇଟ କର୍ଫ୍ୟୁ ବେଳେ ଅମାନିଆଙ୍କୁ ସାବାଡ଼ କରି ଚର୍ଚ୍ଚାରେ ଅଛନ୍ତି ପୁଲିସ କମିସନର।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାଜି ପ୍ରାୟ ସାଢେ ୧୦ଟା ବେଳେ ଡେ଼ଲ୍ଟା ଛକ ଟ୍ରାଫିକ ପୋଷ୍ଟରେ ୩୦ରୁ ଅଧିକ ଯୁବକ କେକ କାଟି ବାର୍ଥ ଡେ ସେଲିବ୍ରେସନ କରୁଥିଲେ।

ସେମାନେ ପୁଲିସ କମିସନରଙ୍କୁ ଦେଖି ଗାଡ଼ି ଛାଡ଼ି ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ୧୨ରୁ ଅଧିକ ଗାଡ଼ିକୁ ଜବତ କରିଛି ପୁଲିସ। ଭୟରେ ଏଯାଏଁ କୌଣସି ବାଇକ ମାଲିକ ଥାନାକୁ ଆସିନଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe