ଭୁବନେଶ୍ବର: କଂଗ୍ରେସର ନବୀନ ନିବାସ ଘେରାଉ ସମୟରେ ଶିଶୁ ଭବନ ଛକରେ ପୁଲିସ୍ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। କଂଗ୍ରେସ ଭବନରୁ ଏକ ମୋଟରସାଇକେଲ୍ ରାଲି କଂଗ୍ରେସ ଭବନରୁ ବାହାରି ଥିଲା। ଗତକାଲି ପୁରୀରେ ହୋଇଥିବା ନାବାଳିକା ଦୁଷ୍କର୍ମ ବିରୋଧରେ ସ୍ବର ଉଠାଇ କଂଗ୍ରେସର ଯୁବ ଛାତ୍ରମାନେ ନବୀନ ନିବାସ ଘେରାଉ କରିବାକୁ ବାହାରି ଥିଲେ। ଶିଶୁ ଭବନ ଛକରେ ପୋଲିସ ସେମାଙ୍କୁ ଗାଡ଼ିରେ ନେଇ ପଳେଇ ଯାଇଥିଲା
ଶିଶୁ ଭବନ ଛକରେ କଂଗ୍ରେସ କର୍ମୀ-ପୁଲିସ୍ ମୁହାଁମୁହିଁ
Advertisment
Follow Us