ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୁଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୯ ମହିଳା କର୍ମଚାରୀ ଆହତ

ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୁଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୯ ମହିଳା କର୍ମଚାରୀ ଆହତ

Medical Dialogues

ଭୁବନେଶ୍ବର: ନିର୍ବାଚନ ଡ୍ୟୁଟିରେ ଯାଉଥିବା  ଏକ ପୁଲିସ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବାର ଖବର ମିଳିଛି। ଏହି ଦୁର୍ଘଟଣାରେ ୯ ଜଣ ମହିଳା ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ବାଣୀବିହାର ସତସଙ୍ଗ ପାର୍କ ଆଗରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ସମସ୍ତ ଆହତ ମହିଳା ପୁଲିସଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe