ଭୁବନେଶ୍ବର : ଗତ ୩୧ ତାରିଖରେ ଅଲ ଇଣ୍ଡିଆ ଇପିଏଫ ଷ୍ଟାଫ ଫେଡେରେସନର ୨୦୧୯-୨୧ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ହାଇଦ୍ରାବାଦଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ଭବିଷ୍ୟନିଧି କାର୍ଯ୍ୟାଳୟ ୟୁନିଅନର ଉପସଭାପତି ପ୍ରଶାନ୍ତ କୁମାର ବାରିକ ସର୍ବଭାରତୀୟ ସ୍ତରରେ ଫେଡେରେସନର ସଂଗଠନ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଓଡ଼ିଶାର ସମସ୍ତ ଇପିଏଫ କର୍ମଚାରୀଙ୍କୁ ଶ୍ରୀ ବାରିକ ସ୍ବାଗତ କରିବା ସହ ଧନ୍ୟବାଦ ଜଣାଇଛନ୍ତି।
ପ୍ରଶାନ୍ତ ବାରିକ ଇପିଏଫ ଷ୍ଟାଫ ଫେଡେରେସନର ସଂଗଠନ ସଂପାଦକ
Advertisment
Follow Us