ଜଗା-ବଳିଆଙ୍କ ଆରୋଗ୍ୟ ପାଇଁ ସମୂହ ଦୀପଦାନ

Advertisment
ଜଗା-ବଳିଆଙ୍କ ଆରୋଗ୍ୟ ପାଇଁ ସମୂହ ଦୀପଦାନ

ଭୁବନେଶ୍ୱର : ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ଜଗା-ବଳିଆଙ୍କ ଆରୋଗ୍ୟ କାମନା କରି ସତ୍ୟବିହାର ତ୍ରୟମ୍ବକେଶ୍ୱର ପୀଠରେ କଲୋନି ବାସିନ୍ଦା ସାମୂହିକ ଦୀପଦାନ କରିଛନ୍ତି। କଲୋନିର ମହିଳାଙ୍କଠାରୁ ଆରମ୍ଭ କରି ଶିଶୁ, ଯୁବକ, ବୟସ୍କ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରଥିଲେ। ଜଗା-ବଳିଆ ସୁସ୍ଥ ହୋଇ ଓଡ଼ିଶା ଫେରିବାକୁ କଲୋନି ବାସିନ୍ଦା ତ୍ରୟମ୍ବକେଶ୍ୱରଙ୍କୁ ନିକଟରେ ପ୍ରାର୍ଥନା କରିଛନ୍ତି। ସତ୍ୟ ବିହାର ବିକାଶ ପରିଷଦ ପକ୍ଷରୁ ଏହି ସାମୂହିକ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe