ଭୁବନେଶ୍ୱର : ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରାକ୍ତନ ବରିଷ୍ଠ ଉପନିର୍ଦେଶକ ରୋଟାରିଆନ୍ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ବରାଳ ଶିକ୍ଷା, ଗବେଷଣା ଓ ପ୍ରଶାସନ କ୍ଷେତ୍ରରେ ତାଙ୍କର ଉଲ୍ଳେଖନୀୟ ଅବଦାନ ପାଇଁ ଦିଲ୍ଲୀର ଗ୍ଲୋବାଲ୍ ଇକୋନମିକ୍ ପ୍ରୋଗ୍ରେସ ଆଣ୍ଡ ରିସର୍ଚ ଆସୋସିଏସନ ପକ୍ଷରୁ ସମ୍ମାନଜନକ ଡକ୍ଟର ରାଧାକ୍ରିଷ୍ଣନ୍ ଗୋଲଡ ମେଡାଲ୍ ଆୱାର୍ଡ ପ୍ରଦାନ କରାଯାଇଛି। ଗତ ମାସରେ ଚେନ୍ନାଇଠାରେ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ପୂର୍ଣ୍ଣଚନ୍ଦ୍ରଙ୍କୁ ଡକ୍ଟର ରାଧାକ୍ରିଷ୍ଣନ୍ ଗୋଲ୍ଡ ମେଡାଲ୍
Advertisment
Follow Us