ଶବାନା ଆଜମୀଙ୍କ ଉପରେ ରାଗ ଝାଡ଼ିଲେ ରଙ୍ଗୋଲି

Advertisment
ଶବାନା ଆଜମୀଙ୍କ ଉପରେ ରାଗ ଝାଡ଼ିଲେ ରଙ୍ଗୋଲି

The world news platform

କଙ୍ଗନା ରଣାୱତଙ୍କ ବାବଦରେ ଶବାନା ଆଜ୍‌ମୀ ରଖିଥିବା ବୟାନର ଜବାବ ରଖିଛନ୍ତି କଙ୍ଗନାଙ୍କ ଭଉଣୀ ତଥା ମ୍ୟାନେଜର ରଙ୍ଗୋଲି ଚାନ୍ଦେଲ୍‌। ଶବାନା ନିକଟରେ କହିଥିଲେ, କଙ୍ଗନା ଖବରରେ ରହିବାର ଅଭିଳାଷ ରଖୁଛନ୍ତି। ଏହାର ଜବାବରେ ରଙ୍ଗୋଲି ଇନଷ୍ଟାଗ୍ରାମରେ ଉଲ୍ଲେଖ କରିଛନ୍ତି, ଆପଣ ଓ ଆପଣଙ୍କ ସ୍ବାମୀ ଅଭିନୟ ଓ କବିତାରେ କାହିଁକି ଧ୍ୟାନ କେନ୍ଦ୍ରିତ କରୁନାହାନ୍ତି? ଶିରୋନାମାରେ ରହିବା ପାଇଁ ଭାରତ ବିରୋଧୀ ରାଜନୀତିରେ ସକ୍ରିୟ ଅଂଶୀଦାର କାହିଁକି ହେଉଛନ୍ତି? ଯଦି ତୁମ ଭାରତ ବିରୋଧୀ କାର୍ଯ୍ୟସୂଚୀ ବାସ୍ତବ, ତେବେ ତାଙ୍କର ଭାରତ ସମର୍ଥନ ସୂଚୀ ବି ବାସ୍ତବ। ତେଣୁ ତାଙ୍କ ପାଇଁ କାହିଁକି ଭିନ୍ନ ନିୟମ ହେବ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe