‘ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ’ ପୁସ୍ତକ ଲୋକାର୍ପିତ

Advertisment
‘ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ହୋଟେଲ୍‌ ଦି ନ୍ୟୁ ମାରିୟନରେ ଟାଇମ୍‌ପାସ୍‌ ପକ୍ଷରୁ ପ୍ରକାଶିତ ଏବଂ ତେଜସ୍ବିନୀ ପଣ୍ଡାଙ୍କ ଲିଖିତ ‘ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ’ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ କବି ରକ୍ଷକ ନାୟକ ଯୋଗ ଦେଇଥିଲେ।

ମୁଖ୍ୟବକ୍ତା ଭାବେ ଗାଳ୍ପିକା ହିରଣ୍ମୟୀ ମିଶ୍ର, ଲେଖକ ମନୋରଞ୍ଜନ ହୋତା ଓ ଲେଖିକା ତେଜସ୍ବିନୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଟାଇମପାସ୍‌ର ନିର୍ଦ୍ଦେଶକ ତଥା ଲେଖକ ସରୋଜ ବଳ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe