ଭୁବନେଶ୍ୱର : ମାର୍ଚ ୪ରେ ଓଡ଼ିଶା ଆସିବେ ବଲିଉଡ୍ ଅଭିନେତ୍ରୀ ରବିନା ଟଣ୍ଡନ୍। ପ୍ରଦର୍ଶନୀ ପଡ଼ିଆରେ ସନ୍ଧ୍ୟାରେ ଆୟୋଜିତ ହେବାକୁ ଯାଉଥିବା ଏକ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକଙ୍କ ସୂତ୍ରରୁ ଖବର ମିଳିଛି। ସେହିପରି ଜଣାଶୁଣା ହାସ୍ୟ ଅଭିନେତା ସୁନିଲ୍ ପଲ୍ ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଦର୍ଶକଙ୍କ ମନୋରଂଜନ କରିବେ। ଚଳଚ୍ଚିତ୍ର ଜଗତର ଧୂରୀଣ କଳାକାରମାନଙ୍କୁ ପୁରସ୍କୃତ କରାଯିବା ସହ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ।
ମାର୍ଚ ୪ରେ ଓଡ଼ିଶା ଆସିବେ ରବିନା ଟଣ୍ଡନ୍
Advertisment
Follow Us