ଅନ୍‌ଲାଇନ୍‌‌ ହୋଲ୍ଡିଂଟ୍ୟାକ୍ସ ସଂଗ୍ରହରେ ରେକର୍ଡ

Advertisment

ବର୍ଷକରେ ୨.୯୮ କୋଟି ଆଦାୟ, ୮୬୭୬ ଟ୍ରେଡ୍‌ ଲାଇସେନ୍ସ ଇସ୍ୟୁ

ବର୍ଷକରେ ୨.୯୮ କୋଟି ଆଦାୟ, ୮୬୭୬ ଟ୍ରେଡ୍‌ ଲାଇସେନ୍ସ ଇସ୍ୟୁ

ସବୁ ୱାର୍ଡରେ ଆମିଷ ହାଟ ପାଇଁ ମେୟରଙ୍କୁ ଚିଠି

ଭୁବନେଶ୍ବର : ଅନ୍‌ଲାଇନ୍‌ ବ୍ୟବସ୍ଥା ପ୍ରତି ଲୋକଙ୍କ ଆଗ୍ରହ ବଢ଼ିଛି। ‘ଭୁବନେଶ୍ବର.ମି’ ପୋର୍ଟାଲ‌ ଜରିଆରେ ବିଏମ୍‌ସି ଗତବର୍ଷ ୨ କୋଟି ୯୮ ଲକ୍ଷ ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ସଂଗ୍ରହ ହୋଇଛି। ଅନ୍‌ଲାଇନ୍‌ରେ ଏତେ ପରିମାଣର ହୋଲ୍ଡିଂ ଟ୍ୟାକ୍ସ ଆଦାୟ ହେବା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। ଏହି ପୋର୍ଟାଲ ଜରିଆରେ ୮୬୭୬ ସଂଖ୍ୟକ ଟ୍ରେଡ୍‌ ଲାଇସେନ୍ସ ଇସ୍ୟୁ ହୋଇଛି। ଏହା ମଧ୍ୟ ସର୍ବକାଳୀନ ରେକର୍ଡ ବୋଲି ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌) କହିଛି। ଏହାକୁ ଅଧିକ ଲୋକାଭିମୁଖୀ କରିବାକୁ ଉଦ୍ୟମ ଅବ୍ୟାହତ ରହିଥିବା ବିଏସ୍‌ସିଏଲ୍‌ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe